ଷୋଡ଼ଶ ପିଣ୍ଡ

ଉଇକିଅଭିଧାନ‌ରୁ

ଷୋଡ଼ଶ ପିଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ପିତୃପକ୍ଷ ଅମାବାସ୍ୟା (ମହାଳୟା)ରେ ଓ ତୀର୍ଥ ସ୍ଥଳରେ କରାଯିବା ଶ୍ରାଦ୍ଧ ଉପଲକ୍ଷେ ଓ ପାର୍ବଣ ଶ୍ରଦ୍ଧାନ୍ତେ ପ୍ରଦତ୍ତ ଉଣେଇଶି ଗୋଟି ପିଣ୍ଡ (ବିଶ୍ୱକୋଷ) —A technical term for ୧୯ rice- balls offered to the deceased ancestors in the Mahāḻayā Ṣrāddha & Ṣrāddha performed at secred shrines.

[ଦ୍ରଷ୍ଟବ୍ୟ — ପ୍ରକୃତରେ ଏହି ପିଣ୍ଡମାନଙ୍କ ସଂଖ୍ୟା ୧୯:ଟି ଓ ୧୯:ଟି ପିଣ୍ଡଦାନପାଈଁ ୧୯:ଟି ସ୍ୱତନ୍ତ୍ର ମନ୍ତ୍ର ଅଛି ଗୟାରେ ପ୍ରେତ— ଶିଳାରେ ଯେଉଁ ରୀତିରେ ପିତୃଷୋଡଶୀ ଓ ମାତୃ ଷୋଡଶୀ ମନ୍ତ୍ରଦ୍ୱାରା ପିଣ୍ଡ ଦାନ କରାଯାଏ ସେହି ପ୍ରଣାଳୀରେ ଏ ପିଣ୍ଡଦାନ କର୍ତ୍ତବ୍ୟ 'ଷୋଡ଼ଶପିଣ୍ଡ' ପରିଭାଷିକ ଶବ୍ଦ ଯେଉଁପରି 'ପଞ୍ଚାମ୍ର' ଶବ୍ଦଦ୍ୱାରା ଛଅ ପ୍ରକାର ୨୩:ଟି ବୃକ୍ଷ ବୁଝାଯାଏ, ଷୋଡଶ ଦାନଦ୍ୱାରା ୧୯:ଟି ପିଣ୍ଡ ବୁଝାଯାଏ—(ବିଶ୍ୱକୋଷ)]