ଷୋଡ଼ଶ ଭୂଜା

ଉଇକିଅଭିଧାନ‌ରୁ

ଷୋଡ଼ଶ ଭୂଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷୋଡ଼ଶଭୁଜ—ବିଶେଷଣ - ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି)[ସମ୍ପାଦନା]

ଯେଉଁ ସ୍ତ୍ରୀର ୧୬:ଟି ହାତ —(a woman) Having ୧୬ hand.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

କାଳିକା ପୁରାଣୋକ୍ତ ୧୬: ହସ୍ତଯୁକ୍ତା ଦୁର୍ଗା —Sixteen-armed Durgā.

[ଦ୍ରଷ୍ଟବ୍ୟ —ଆଶ୍ୱିନ ମାସର କୃଷ୍ଣ ଏକାଦଶୀରେ ଉପବାସୀ ରହି ପରଦିନ ଦ୍ୱାଦଶୀରେ ଦିନମାନ ଉପବାସ କରି ରାତିରେ ହବି— ଷ୍ୟାନ୍ନ ଭୋଜନ କରିବ ତତ୍ପର ଚତୁର୍ଦଶୀ ଦିନ ମହାମାୟାଙ୍କୁ ବୋଧନ କରି ଶ୍ରୀନୈବେଦ୍ୟାଦି ଉପକରଣଦ୍ୱାରା ଷୋଡ଼ଶ— ଭୁଜାଙ୍କ ପୂଜା କରିବ ପରଦିନ ଅମାବାସ୍ୟାଠାରୁ ଶୁକ୍ଳା— ନବମୀ ପର୍ଯ୍ୟନ୍ତ ଦିନମାନ ଉପବାସୀ ରହି ରାତିରେ ହବିଷ୍ୟାନ୍ନ ଗ୍ରହଣ କରିବ ଏ ପୂଜା ଜ୍ୟେଷ୍ଠା ନକ୍ଷତ୍ରରେ ଆରମ୍ଭ କରି ଉତ୍ତରାଷାଢ଼ାରେ ସମାପନ କରି ଶ୍ରବଣାରେ ଦେବୀଙ୍କୁ ବିସର୍ଜନ କରିବ—ବିଶ୍ୱକୋଷ ଧୃତ କାଳିକା— ପୁରାଣ]