ଷୋଳଙ୍ଗପୁର

ଉଇକିଅଭିଧାନ‌ରୁ

ଷୋଳଙ୍ଗପୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବି(ନାମ) (ସଂସ୍କୃତ - ଷୋଡ଼ଶାଙ୍ଗ+ପୁର)[ସମ୍ପାଦନା]

ବୈତରଣୀ ନଦୀକୂଳରେ ଥିବା ଗ୍ରାମବିଶେଷ — The name of a village on the B&aline;i̱taraṇī river.

[ଦ୍ରଷ୍ଟବ୍ୟ —କପିଳେନ୍ଦ୍ର ଦେବ ଏହି ଗ୍ରାମରେ ଷୋଳ ପୁର ବିଶିଷ୍ଟ ଗୋଟିଏ ନଅର ତୋଳାଇଥିଲେ କଳାପାହାଡ଼ ଓଡ଼ିଶା ଆକ୍ରମଣ କଲାବେଳେ ଏହି ନଅରକୁ ଭାଙ୍ଗି ପକାଇଥିଲେ ଏହି ସ୍ଥାନରୁ କେତେକ ବୌଦ୍ଧମୂର୍ତ୍ତି ଆବିଷ୍କୃତ ହୋଇଅଛି—ଚନ୍ଦ୍ରଶେଖର ଦାସ]