Jump to content

ଷୋଳପଣିଆଁ

ଉଇକିଅଭିଧାନ‌ରୁ

ଷୋଳପଣିଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଷୋଳପଣସମ୍ୱନ୍ଧୀୟ —Relating to the full amount.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ସମ୍ପତ୍ତିର ବା ବିଷୟର ପୂର୍ଣ୍ଣ ଅଧିକାରପ୍ରାପ୍ତ ବ୍ୟକ୍ତି —A full proprietor of a property.

(ଯଥା—ଏ ମାହାଲର ମୁଁ ଷୋଳପଣିଆ ଜମିଦାର ଅଟେ)