Jump to content

ଷୋଳ ବୟସିଆ

ଉଇକିଅଭିଧାନ‌ରୁ

ଷୋଳ ବୟସିଆ

ଉଚ୍ଚାରଣ

[ସମ୍ପାଦନା]
[ଷୋଳବର(ୟ)ସୀ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଷୋଡ଼ଶବର୍ଷୀୟ — ୧. Aged ୧୬ years.
୨. ପୂର୍ଣ୍ଣ ଯୁବା (ଆମ ଦେଶରେ) — Youthful; in the prime of youth.

(ଉ—ତାହାଙ୍କର ବାବୁ ବୁଢ଼ା ହୋଇଲାଠାରେ, ଷୋଳ ବରଷିଆ ସେ ଅଟନ୍ତି ଯୁଦ୍ଧରେ—କୃଷ୍ଣସିଂହ ମହାଭାରତ ଉଦ୍ଯୋଗ)