ଷ୍ଟାମ୍ପ୍
ଦେଖଣା
ଷ୍ଟାମ୍ପ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ସିଟାମ; ଗଭର୍ଣ୍ଣରମେଣ୍ଟଙ୍କ ମୋହରମରା କାଗଜ, ଯହିଁରେ ଦଲିଲ ଆଦି ଲେଖାଯାଏ — ୧. Government stamped paper.
- ୨. ଡ଼ାକ ଘରର ଡାକ ଟିକଟ; ପୋଷ୍ଟେଜ୍ ଷ୍ଟାମ୍ପ — ୨. Postage stamp.
- ୩. ରବର୍ ଆଦିରେ ଅକ୍ଷରାଦି ଅଙ୍କିତ ବା ଖୋଦିତ ମୋହର —୩. Rubber stamp.
[ଦ୍ରଷ୍ଟବ୍ୟ —ଇଷ୍ଟାମ୍ପ, ଷିଟାମ୍(ମୁ), ଷିଠାମ୍(ମୁ)ଏହାର ଅଶୁଦ୍ଧ ଉଚ୍ଚାରଣ]