Jump to content

ସଂକଟେଈ

ଉଇକିଅଭିଧାନ‌ରୁ

ସଂକଟେଈ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ସଂକଟା)

[ସମ୍ପାଦନା]
୧. ଗ୍ରାମଦେବତା ବିଶେଷ — ୧. Name of a popular Goddess.

(ଦ୍ର—ସନ୍ତାନ କାମନାରେ ସ୍ତ୍ରୀମାନେ ଏ ଦେବୀଙ୍କୁ ଭୋଗ ମାନସ କରି 'ସଂକଟେଈ ମୁଦି' ପିନ୍ଧିନ୍ତି)

୨. ସଂକଟା (ଦେଖ) - —୨. Saṁkaṭa (See)
୩. ସଂକଟେଇ ମୃଦି (ଦେଖ) - — ୩. Saṁkaṭei mudi (See)