Jump to content

ସଂକଟ ତାରଣ

ଉଇକିଅଭିଧାନ‌ରୁ

ସଂକଟ ତାରଣ

ଉଚ୍ଚାରଣ

[ସମ୍ପାଦନା]
(ସ୍ତ୍ରୀ—ସଂକଟତାରିଣୀ) 

ସଂସ୍କୃତ - ବିଶେଷ୍ୟ - (୫ମୀ ତତ୍)

[ସମ୍ପାଦନା]

ବିପଦରୁ ଉଦ୍ଧାର କରିବା —Delivering a person from danger.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ସଂକଟରୁ ଉଦ୍ଧାରକର୍ତ୍ତା —Delivering a person from danger; deliverer from danger.