Jump to content

ସଂକଳ୍ପିତ

ଉଇକିଅଭିଧାନ‌ରୁ

ସଂକଳ୍ପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସମ୍+କୃପ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଅଭିଲଷିତ; ବାଞ୍ଛିତ —୧. Wished-for; desired.
୨. କର୍ତ୍ତବ୍ୟରୂପେ ସ୍ଥିରୀକୃତ —୨. Resolved to be done as a duty.
୩. ଯାହା (ବତାଦି) ସଂକଳ୍ପବାକ୍ୟଦ୍ୱାରା ଆରବ୍ଧ ହୋଇଅଛି —୩. (Rite) Formally avowed.
୪. ଚିନ୍ତିତ — ୪. Thought of.
୫. ଖ୍ୟାତ —୫. Famed.