ସଂକୀର୍ଣ୍ଣ ଦେହ

ଉଇକିଅଭିଧାନ‌ରୁ

ସଂକୀର୍ଣ୍ଣ ଦେହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂକୀର୍ଣ୍ଣାଙ୍ଗ, ସଂକୀର୍ଣ୍ଣକାୟ,ସଂକୀର୍ଣ୍ଣାବୟବ ସଂକୀର୍ଣ୍ଣାଦେହା, ସଂକୀର୍ଣ୍ଣାଙ୍ଗା, ସଂକୀର୍ଣ୍ଣ କାୟା, ସଂକୀର୍ଣ୍ଣାବୟବା ସ୍ତ୍ରୀ 

ସଂସ୍କୃତ - ବିଶେଷ୍ୟ - (କର୍ମଧା)[ସମ୍ପାଦନା]

୧. ସଂକୁଚିତ ଶରୀର — ୧. Contracted body.
୨. କ୍ଷୁଦ୍ର ଦେହ —୨. Small body.

ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. (ବହୁବ୍ରୀହି) କ୍ଷୁଦ୍ର ଦେହ ବିଶିଷ୍ଟ — ୧. Small-bodied.
୨. ସଂକୁଚିତକାୟ; ଯାହାର ଶରୀର ସଂକୁଚିତ ହୋଇଅଛି —୨. With contracted body.