ସଂକୀର୍ଣ୍ଣ ମନାଃ

ଉଇକିଅଭିଧାନ‌ରୁ

ସଂକୀର୍ଣ୍ଣ ମନାଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ବହୁବ୍ରୀହି; ସଂକୀର୍ଣ୍ଣ+ମନସ୍; ୧ମା. ୧ବ)[ସମ୍ପାଦନା]

୧. ନୀଚମନାଃ — ୧. Mean-minded.
୨. କ୍ଷୁଦ୍ର ଚେତାଃ; ଅନୁଦାରମନାଃ; ଯାହାର ମନ ଉଦାରଭାବାପନ୍ନ ନୁହେଁ —୨. Narrow-minded.
୩. ସ୍ୱାର୍ଥପର —୩. Selfish.