ସଂକୀର୍ତ୍ତିତ

ଉଇକିଅଭିଧାନ‌ରୁ

ସଂକୀର୍ତ୍ତିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂକୀର୍ତ୍ତିତା-ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ+କୃତ ଧାତୁ+କର୍ମ. ତ)[ସମ୍ପାଦନା]

୧. ସମ୍ୟକ୍ ବା ଉଚ୍ଚୈଃସ୍ୱରରେ ଉଚ୍ଚାରିତ — ୧. Uttered loudly.
୨. ସଂସ୍କୃତ — ୨. Solicited.
୩. ପ୍ରଶଂସିତ —୩. Praised; eulogised.
୪. ବର୍ଣ୍ଣିତ —୪. Described.