ସଂକୁଚିତ

ଉଇକିଅଭିଧାନ‌ରୁ

ସଂକୁଚିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍କୁଚିତ—ଅନ୍ୟରୂପ)

(ସଂଙ୍କୁଚିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ସମ+କୁଚ ଧାତୁ=ଗୋଟାଇ ନେବା; ଗୁଡ଼ାର ନେବା+କର୍ମ. ତ)[ସମ୍ପାଦନା]

୧. ସଂକୀର୍ଣ୍ଣ; ଯେଉଁ ବିସ୍ତୃତ ପଦାର୍ଥକୁ ଗୋଟାଇ ନିଆ ଯାଇଥାଏ — ୧. Contracted.
୨. ମୁଦ୍ରିତ— ନିମୀଳିତ —୨. Closed.
୩. ଗୁଡ଼ିଆ ହୋଇଥିବା — ୩. Wound up.
୪. ଅପ୍ରସାରିତ —୪. Not spread out or expanded.
୫. କୁଣ୍ଠିତ; ସଂକୋଚ ପ୍ରାପ୍ତ —୫. Hesitating.
୬. ସଂକ୍ଷିପ୍ତ —୬. Abridged.
୭. କୁଞ୍ଚି କୁଞ୍ଚି ହୋଇଥିବା —୭. Shrivelled up; wrinkled.