Jump to content

ସଂକେତିତ

ଉଇକିଅଭିଧାନ‌ରୁ

ସଂକେତିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସଂକେତ+ଯୁକ୍ତାର୍ଥେ. ଇତ)

[ସମ୍ପାଦନା]
୧. କୃତ— ସଂକେତ —୧. Having made gestures or signs.
୨. ସଂକେତଦ୍ୱାରା ପ୍ରକାଶିତ — ୨. Hinted; expressed by signs.
୩. ଅଭିଧା ଶକ୍ତିଦ୍ୱାରା ବୋଧିତ —୩. Suggested; understood by suggestion.