Jump to content

ସଂକେତ ଦେବା

ଉଇକିଅଭିଧାନ‌ରୁ

ସଂକେତ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପ୍ରେରକକୁ ଚିହ୍ନିବାର କୌଣସି ଚିହ୍ନ ଦୂତଦ୍ୱାରା ଅନ୍ୟ ବ୍ୟକ୍ତିଙ୍କ ନିକଟକୁ ପଠାଇବା —୧. To give a token of indentification to a messanger.
୨. ନାୟକ ନାୟିକାଙ୍କ ସଂକେତ ସ୍ଥଳ ନିରୂପଣ କରିବା — ୨. To appoint or assign a place of meeting between lovers.

(ଉ—କେ ଯିବ ପରା, ଆସ ଆସ, ପ୍ରାଣସଙ୍ଗିନୀ! ଦେଇଛନ୍ତି ସଂକେତ ସେ ମୁରଲୀଧରା ସଂଗୀତ)