ସଂକୋଚକ

ଉଇକିଅଭିଧାନ‌ରୁ

ସଂକୋଚକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରସାରକ—ବିପରୀତ)

(ସଂକୋଚିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+କୁଚ ଧାତୁ=କୁଞ୍ଚିବା+କର୍ତ୍ତୃ. ଅକ)[ସମ୍ପାଦନା]

ଯାହା ସଂକୁଚିତ କରାଏ —Contracting; causing contraction.