Jump to content

ସଂକୋଚ୍ୟତା

ଉଇକିଅଭିଧାନ‌ରୁ

ସଂକୋଚ୍ୟତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଜ୍ଞାନ ପରିଭାଷା)

[ସମ୍ପାଦନା]

ଜଡ଼ ପଦାର୍ଥର ଗୁଣବିଶେଷ; ଯେଉଁ ଗୁଣ ଥିବାରୁ କେତେକ ଜଡ଼ ପଦାର୍ଥକୁ ଚିପିଦେଲେ ତାହା ଛୋଟ ହୋଇଯାଏ —(Physics) Compressibility of some solid things.