ସଂକ୍ରାମକ

ଉଇକିଅଭିଧାନ‌ରୁ

ସଂକ୍ରାମକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂକ୍ରାମିକା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ସମ୍+କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଅକ)[ସମ୍ପାଦନା]

୧. ବ୍ୟାପକ —୧. Spreading.
୨. ସଂଚାରକ —୨. Diffused; pervading.
୩. ସଂକ୍ରମଶୀଳ; ଗତିଶୀଳ —୩. Full of transition; transitory.
୪. ଏକ ସ୍ଥାନରେ ପ୍ରବେଶକାରକ ଡିଆଁ (ରୋଗ) —୪. Contagious infectious (disease).



ସଂକ୍ରାମକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସଂକ୍ରାମିକ)[ସମ୍ପାଦନା]

ସାଂକ୍ରାମିକ (ଦେଖ) - —Saṁkramika (See)