ସଂକ୍ରାମକ
ଦେଖଣା
ସଂକ୍ରାମକ
ଉଚ୍ଚାରଣ
[ସମ୍ପାଦନା](ସଂକ୍ରାମିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ସମ୍+କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ବ୍ୟାପକ —୧. Spreading.
- ୨. ସଂଚାରକ —୨. Diffused; pervading.
- ୩. ସଂକ୍ରମଶୀଳ; ଗତିଶୀଳ —୩. Full of transition; transitory.
- ୪. ଏକ ସ୍ଥାନରେ ପ୍ରବେଶକାରକ ଡିଆଁ (ରୋଗ) —୪. Contagious infectious (disease).
ସଂକ୍ରାମକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ସଂକ୍ରାମିକ)
[ସମ୍ପାଦନା]ସାଂକ୍ରାମିକ (ଦେଖ) - —Saṁkramika (See)