ସଂକ୍ଷିପ୍ତ ସାର
ଦେଖଣା
ସଂକ୍ଷିପ୍ତ ସାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ସଂକ୍ଷିପ୍ତ ହୋଇଅଛି ସାର ଯହିଁରେ ବା ଯାହାର)
[ସମ୍ପାଦନା]ଯାହାର ସାରାଂଶ ସଂକ୍ଷିପ୍ତ କରାଯାଇଅଛି —Having the parts abridged or condensed.
ବିଶେଷ୍ୟ -
[ସମ୍ପାଦନା]କ୍ରମ ଦୀଶ୍ୱରଙ୍କ ସଂକଳିତ ସଂସ୍କୃତ ବ୍ୟାକରଣ ଗ୍ରନ୍ଥ ବିଶେଷ — The title of a Sanscrit Grammer by Kramadīswara.