ସଂକ୍ଷୀୟମାଣ

ଉଇକିଅଭିଧାନ‌ରୁ

ସଂକ୍ଷୀୟମାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ସଂଙ୍କ୍ଷୀୟମାଣ—ଅନ୍ୟରୂପ]

[ସଂକ୍ଷୀୟମାଣା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ସମ୍+କ୍ଷି ଧାତୁ=କ୍ଷୟ ପାଇବା+କର୍ମ ଆନ)[ସମ୍ପାଦନା]

କ୍ଷୟ ପ୍ରାପ୍ୟମାଣ; ଯାହା କ୍ଷୟ— ପାଉଅଛି —Decaying.