ସଂକ୍ଷେପଣ

ଉଇକିଅଭିଧାନ‌ରୁ

ସଂକ୍ଷେପଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂକ୍ଷିପ୍ତ—ବିଣ)

ସଂସ୍କୃତ - ବିଶେଷ୍ୟ - (ସମ୍+କ୍ଷିପ୍ ଧାତୁ+ଭାବ. ଅନ)[ସମ୍ପାଦନା]

ସଂକ୍ଷିପ୍ତ କରଣ; ଚୁମ୍ୱକ କରିବା —Abridging; condensing.