ସଂଖେୟ

ଉଇକିଅଭିଧାନ‌ରୁ

ସଂଖେୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂଖ୍ୟେୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍+ଖ୍ୟା ଧାତୁ+କର୍ମ ଯ)[ସମ୍ପାଦନା]

୧. ଗଣକୀୟ; ଗଣ୍ୟ —Countable; which can be counted.
୨. ସଂଖ୍ୟାଯୋଗ୍ୟ — ୨. Numerable; calculable.