ସଂଖ୍ୟକ
ଦେଖଣା
ସଂଖ୍ୟକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ସଂଖ୍ୟା ଶବ୍ଦ ବହୁବ୍ରୀହି ସମାସରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ 'କ' ଯୁକ୍ତ ହେଲେ ସଂଖ୍ୟ ଆକାର ଧାରଣ କରେ, ଯଥା—ବହୁ ସଂଖ୍ୟକ ଅଳ୍ପ ସଂଖ୍ୟକ)
[ସମ୍ପାଦନା]- ୧. ସଂଖ୍ୟାଯୁକ୍ତ —୧. Numbered; numbering.
- ୨. ଗଣିତ; ଗଣା ଯାଇଥିବା —୨. Counted; numbered.
- ୩. ଗଣନୀୟ —Countable; which can be counted.