ସଂଖ୍ୟାପନ

ଉଇକିଅଭିଧାନ‌ରୁ

ସଂଖ୍ୟାପନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ସଙ୍ଖାପନ (ନା)—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (ସମ୍+ଖ୍ୟା ଧାତୁ ଣିଚ୍, ଖ୍ୟାପି ଧାତୁ+ ଭାବ ଅନ;+ ସ୍ତ୍ରୀ ଆ)[ସମ୍ପାଦନା]

୧. ସଂଖ୍ୟା ନିର୍ଦ୍ଧାରଣ — ୧. Ascertainment of the number.
୨. ନିର୍ଦ୍ଧାରଣ; ସ୍ଥିରୀକରଣ —୨. Ascertainment; attestation.