ସଂଗିତ ଦର୍ପଣ

ଉଇକିଅଭିଧାନ‌ରୁ

ସଂଗିତ ଦର୍ପଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ରାଜତ୍ୱ କାଳରେ (ଖ୍ରୀଷ୍ଟ ସପ୍ତଦଶ ଶତାବ୍ଦୀର ଆଦ୍ୟ ପାଦରେ) ଓଡ଼ିଆ ଦାମୋଦର ମିଶ୍ରଙ୍କ ବିରଚିତ ସଂଗୀତ ବିଷୟକ ସଂସ୍କୃତ ଗ୍ରନ୍ଥବିଶେଷ=(ମୟୂରଭଞ୍ଜକ୍ରାନିକ ୧୯୩୭: ଜୁଲାଇ ସଂଖ୍ୟା) —Title of Sanscrit treatise on Hindu music.