ସଂଗୀତଜ୍ଞ

ଉଇକିଅଭିଧାନ‌ରୁ

ସଂଗୀତଜ୍ଞ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂଗୀତଜ୍ଞା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ସଂଙ୍ଗୀତବିଶାରଦ; ଯେ ସଙ୍ଗୀତ ବିଦ୍ୟାରେ ପାରଙ୍ଗମ —Proficient or versed in music and song.