ସଂଗୀତ ତରଙ୍ଗ
ଦେଖଣା
ସଂଗୀତ ତରଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସଂଗୀତ ଲହରୀ (ଦେଖ) - Saṁgīta laharī (See)
ସଂଗୀତ ତରଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ୍)
[ସମ୍ପାଦନା]ସଂଗୀତର ପ୍ରବାହ; ଲହରୀ ପରି ଉପର୍ଯୁପରି ଧାରାବାହିକରୂପେ ଉଠୁଥିବା ସଂଗୀତର ଉଚ୍ଛ୍ୱାସ — Continuous flow of songs accompanied with music.