ସଂଗୀତ ପ୍ରିୟ
(ସଂଗୀତପ୍ରିୟା—ସ୍ତ୍ରୀ; ସଂଗୀତ ପ୍ରିୟତା—ବି)
=== ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ସଂଗୀତ ଅଟେ ପ୍ରିୟ ଯାହାର)
ସଂଗୀତାନୁରାଗୀ —Fond of vocal music; philio-musical.