ସଂଗୀତ ବିଦ୍ୟା
ସଙ୍ଗୀତ ଗାନରୂପ ବିଶିଷ୍ଟ ବିଦ୍ୟା — The art of singing; the musical art.
ସଂଗୀତ ବିଷୟକ ଅଭିଜ୍ଞତା ବା କଳା — The art of singing with music; the art of vocal music.