ସଂଘଚାରୀ

ଉଇକିଅଭିଧାନ‌ରୁ

ସଂଘଚାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂଘଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ସଂଘ +ଚରଧାତୁ+କର୍ତ୍ତୃ ଇନ୍; ୧ମା. ୧ବ)[ସମ୍ପାଦନା]

ଯେ ଦଳବଦ୍ଧ ହୋଇ ବିଚରଣ କରନ୍ତି — Moving in flocks; gregarious.

ବିଶେଷ୍ୟ -[ସମ୍ପାଦନା]

ମତ୍ସ୍ୟ —Fish.