ସଂଘଜୀବୀ

ଉଇକିଅଭିଧାନ‌ରୁ

ସଂଘଜୀବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂଘ=ଦଳ, ଜନତା+ଜୀବିନ୍=ଯେ ଜୀବିକା ନିର୍ବାହ କରେ, ୧ମା. ୧ବ)[ସମ୍ପାଦନା]

୧. ମୂଲିଆ; ବ୍ରାତୀନ; —୧. a day labourer.
୨. କୁଲି; ବୋଝଆ —୨. A common carrier; cooly.