ସଂଘାତ

ଉଇକିଅଭିଧାନ‌ରୁ

ସଂଘାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ସମ୍+ହନ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ଆଘାତ — ୧. Strike; blow.
୨. ହତ୍ୟା; ବଧ — ୨. Killing; slaughter.
୩. ନିବିଡ଼ତା; ଘନତ୍ୱ — ୩. Solidity; density; thickness; com pactness.
୪. ସମୂହ —୪. Collection; multitude; assemblage.
୫. ଦଳ — ୫. Crowd.
୬. ନିବିଡ଼ ସଂଯୋଗ; ଜମାଟ ବାନ୍ଧିବା — ୬. Crystallisation; coagulation; combination.
୭. ପରସ୍ପର ସଙ୍ଗେ ମିଳନ; ସମ୍ମିଳନ — ୭. Union; combination (Apte).
୮. (+ କର୍ତ୍ତୃ. ଅ) କଫ —୮. Phelgm.
୯. (+ଅଧିକରଣ. ଅ) ନରକବିଶେଷ —୯. Name of a part of the hell.
୧. ନାଟକାଭିନୟେ ଗତି— ବିଶେଷ ବା ଏକ ପ୍ରକାର ଚାଲି —୧୦. A kind of walking (in dramatic performance).

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

ସଂଗାତ; ମିତ୍ର —A dear friend.

[ଉ— ରାଣୀ ବୋଇଲା ଶୁଣ ସଂଘାତ, ନିଶ୍ଚେ ନାଶିଲେ ମୋହର କାନ୍ତ—ଭକ୍ତଚରଣ ମଥୁରାମଙ୍ଗଳ]

ଦେଶଜ - ବିଶେଷଣ -[ସମ୍ପାଦନା]

ମୃତ —Dead.

[ଉ—କାଳେ ସେ ଦେଖନ୍ତି ସଂଘାତ କାଳଦଣ୍ଡେ ଅବଶ୍ୟ ହୁଅନ୍ତି ସଂଘାତ—ଦୀନକୃଷ୍ଣ. ରସ— କଲ୍ଲୋଳ]