ସଂଯମୀ
ଦେଖଣା
ସଂଯମୀ
ଉଚ୍ଚାରଣ
[ସମ୍ପାଦନା](ସଂଯମିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂଯମ+ଅଛି ଅର୍ଥରେ ଇନ୍; ୧ମା ୧ବ)
[ସମ୍ପାଦନା]- ୧. ଇନ୍ଦ୍ରିୟ ସଂଯମ ଯୁକ୍ତ —୧. Having the passions under control.
- ୨. ଯୋଗ— ରତ, ସମାଧିରତ —୨. Engaged in abstract meditation.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ମୁନି; ଯୋଗୀ — ୧. A sage.
- ୨. ଜିତେନ୍ଦ୍ରିୟ ବ୍ୟକ୍ତି —୨. A person who has the passions and senses under control.