ସଂଶ୍ରୟ
ଦେଖଣା
ସଂଶ୍ରୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମ୍+ଶ୍ରି ଧାତୁ=ସେବା କରିବା, ପାଇବା, ଅବଲମ୍ୱନ କରିବା+କର୍ମ. ଅ)
[ସମ୍ପାଦନା]- ୧. ଅବଲମ୍ୱନ; ଆଶ୍ରୟସ୍ଥଳ —୧. Refuse; asylum, resort.
- ୨. (+ଭାବ. ଅ) ପ୍ରାପ୍ତି —୨. Acquisition.
- ୩. ବ୍ୟାପ୍ତି —୩. Overspreading; pervading.
- ୪. (+କର୍ମ. ଅ) କାରଣ —୪. Cause; reason.
- ୫. ବାସସ୍ଥାନ; ଗୃହ —୫. A resting or dwelling place (Apte).
- ୬. (+ଭାବ. ଅ) ରକ୍ଷା; ଆଶ୍ରୟ —୬. Protection; shelter (Apte).
- ୭. (ରାଜନୀତି) ରାଜ୍ୟରକ୍ଷାର୍ଥ ରାଜାଙ୍କର ପାଳନୀୟ ୬ଟି ଗୁଣରୁ ଏକ, ଅନ୍ୟ ରାଜାଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ — ୭. (Politics) A proper course of action; an expedient to be used by a king in foreign politics (Apte).
[ଦ୍ରଷ୍ଟବ୍ୟ —ରାଜ୍ୟରକ୍ଷା ପାଇ ରାଜାଙ୍କ ପାଳନୀୟ ୬ଟି ଗୁଣ ବା ଉପାୟ ଯଥା— ସନ୍ଧି, ବିଗ୍ରହ, ଯାନ, ଆସନ, ସଂଶ୍ରୟ ଓ ଦ୍ୱୈଧ]
ସଂସ୍କୃତ - ବିଶେଷଣ - (ଅନ୍ୟ ଶବ୍ଦ ପରେ ସମାସରେ ଲାଗେ)
[ସମ୍ପାଦନା]- ୧. ଅମୁକ ସଙ୍ଗେ ବାସ କରୁଥିବା (ଯଥା—ଜ୍ଞାତିକୁଳେକସଂଶ୍ରୟ) — ୧. Dwelling or residing with.
- ୨. ଅମୁକ ସଙ୍ଗେ ସଂପୃକ୍ତ ବା ସମ୍ୱନ୍ଧ —୨. Pertaining to.
(ଯଥା—ନୌସଂଶ୍ରୟ)
- ୩. (ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ, ଯଥା—ବୀର ସଂଶ୍ରୟ) ବନ୍ଧୁତା ବା ଆଶ୍ରୟ ଲୋଡୁ— ଥିବା —୩. Forming or seeking alliance with; seeking protection or shelter of (Apte).