ସଂଶ୍ରୟ

ଉଇକିଅଭିଧାନ‌ରୁ

ସଂଶ୍ରୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଶ୍ରି ଧାତୁ=ସେବା କରିବା, ପାଇବା, ଅବଲମ୍ୱନ କରିବା+କର୍ମ. ଅ)[ସମ୍ପାଦନା]

୧. ଅବଲମ୍ୱନ; ଆଶ୍ରୟସ୍ଥଳ —୧. Refuse; asylum, resort.
୨. (+ଭାବ. ଅ) ପ୍ରାପ୍ତି —୨. Acquisition.
୩. ବ୍ୟାପ୍ତି —୩. Overspreading; pervading.
୪. (+କର୍ମ. ଅ) କାରଣ —୪. Cause; reason.
୫. ବାସସ୍ଥାନ; ଗୃହ —୫. A resting or dwelling place (Apte).
୬. (+ଭାବ. ଅ) ରକ୍ଷା; ଆଶ୍ରୟ —୬. Protection; shelter (Apte).
୭. (ରାଜନୀତି) ରାଜ୍ୟରକ୍ଷାର୍ଥ ରାଜାଙ୍କର ପାଳନୀୟ ୬ଟି ଗୁଣରୁ ଏକ, ଅନ୍ୟ ରାଜାଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ — ୭. (Politics) A proper course of action; an expedient to be used by a king in foreign politics (Apte).

[ଦ୍ରଷ୍ଟବ୍ୟ —ରାଜ୍ୟରକ୍ଷା ପାଇ ରାଜାଙ୍କ ପାଳନୀୟ ୬ଟି ଗୁଣ ବା ଉପାୟ ଯଥା— ସନ୍ଧି, ବିଗ୍ରହ, ଯାନ, ଆସନ, ସଂଶ୍ରୟ ଓ ଦ୍ୱୈଧ]

ସଂସ୍କୃତ - ବିଶେଷଣ - (ଅନ୍ୟ ଶବ୍ଦ ପରେ ସମାସରେ ଲାଗେ)[ସମ୍ପାଦନା]

୧. ଅମୁକ ସଙ୍ଗେ ବାସ କରୁଥିବା (ଯଥା—ଜ୍ଞାତିକୁଳେକସଂଶ୍ରୟ) — ୧. Dwelling or residing with.
୨. ଅମୁକ ସଙ୍ଗେ ସଂପୃକ୍ତ ବା ସମ୍ୱନ୍ଧ —୨. Pertaining to.

(ଯଥା—ନୌସଂଶ୍ରୟ)

୩. (ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ, ଯଥା—ବୀର ସଂଶ୍ରୟ) ବନ୍ଧୁତା ବା ଆଶ୍ରୟ ଲୋଡୁ— ଥିବା —୩. Forming or seeking alliance with; seeking protection or shelter of (Apte).