ସଂହାର

ଉଇକିଅଭିଧାନ‌ରୁ

ସଂହାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+ହୃ ଧାତୁ= ହରଣ କରିବା; ବିନାଶ କରିବା +ଭାବ. ଅ)[ସମ୍ପାଦନା]

୧. ଧ୍ୱଂସ; ବିନାଶ —୧. Destruction; ruin; ruination.
୨. ସୃଷ୍ଟିର ପ୍ରଳୟ —୨. The dissolution of the world.
୩. ସଂକ୍ଷେପ —୩. A bridgement; compendium,
୪. ଆହରଣ; ସଂଗ୍ରହ; ସଂକଳନ —୪. Collection gethering up; compilation.
୫. ସଂକୋଚ —୫. Contraction.
୬. ପ୍ରତ୍ୟାକର୍ଷଣ —୬. Mutual attraction
୭. ସଂଯମନ; ଦମନ — ୭. Restraining; checking.
୮. ବଶୀକରଣ —୮. Controlling.
୯. ବଧ — ୯. Slaughter.
୧. ଦୁଇ ବସ୍ତୁକୁ ଯୋଡ଼ିବା —୧୦. Joining together of two things.
୧୧. (+କର୍ତ୍ତୃ. ଅ) ଅଷ୍ଟ ସଂଖ୍ୟକ ଭୈରବବିଶେଷ —୧୧. Name of a class of eight attendants of Ṡiba

[ଦ୍ରଷ୍ଟବ୍ୟ — ଏମାନେ କୃଷ୍ଣାଙ୍ଗ, ଚଣ୍ଡ, କ୍ରୋଧୋନ୍ନତ୍ତ, କପାଳୀ ଓ ଭୀଷଣ ଅଟନ୍ତି] ଏମାନେ ଶିବଙ୍କ ସୃଷ୍ଟି ସଂହାରମୂର୍ତ୍ତି]

୧୨. (ଅଧିକରଣ. ଅ) ନରକବିଶେଶ —୧୨. Name of a part of the hell.
୧୩. ପୂଜାକାଳୀନ ମୁଦ୍ରାବିଶେଷ, ସଂହାରମୁଦ୍ରା (ଦେଖ) - — ୧୩. A posture of figure made by the hands and figers during worship.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ବିନଷ୍ଟ —Killed.

[ଉ—ମହା ବଳିଷ୍ଠ ଅସୁର, କେମନ୍ତେ ହେବ ସଂହାର—ବିଶ୍ୱନାଥ. ବିଚିତ୍ରରାମାୟଣ]