ସକାଶୁ
ଦେଖଣା
ସକାଶୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ସକାଶରୁ—ଅନ୍ୟରୂପ)
ଦେଶଜ - ଅ (ବିଭକ୍ତିସୂଚକ)
[ସମ୍ପାଦନା]- ୧. ଯୋଗୁଁ; ହେତୁ — ୧. Owing to; by reason of
[ଉ—ମାଳିନୀ ନଦୀଙ୍କର ସକାଶୁଁ ସେ ଆଶ୍ରମ ହୋଇଣ ଅଛି ଅତି ମନୋହର ଧାମ—କୃଷ୍ଣ— ସିଂହ. ମହାଭାରତ. ବନ]
- ୨. କାରଣରୁ — ୨. Due to; resulting from.
[ଯଥା—ଗୃହସ୍ଥର ଅସାବଧାନତା ସକାଶୁ ଘରେ ନିଆଁ ଲାଗିଗଲା]
- ୩. ଯେଗେ; ପାଇଁ; ନିମିତ୍ତ; ନିମନ୍ତେ —୩. For.
(ଉ—ଏହି ସକାଶରୁ ଯେ ନ ଦିଶିଲା କିଛି—କୃଷ୍ଣସିଂହ. ମହାଭାରତ ଆଦି)
- ୪. ଉଦ୍ଦେଶ୍ୟରେ —୪. With the object of.
(ଉ—ସେ କି ସକାଶୁଁ ଏଠାକୁ ଆସିଛି)
- ୫. ଅଭିପ୍ରାୟରେ —୫. With the intention of.
(ଯଥା—ତୁମ୍ଭଙ୍କୁ ସାହାଯ୍ୟ କରିବା ସକାଶେ ମୁଁ ଏ ପାଞ୍ଚ ଟଙ୍କା ରଖିଅଛି)
- ୬. ନିକଟରୁ —୬. Form.