ସକାଶୁ

ଉଇକିଅଭିଧାନ‌ରୁ

ସକାଶୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ସକାଶରୁ—ଅନ୍ୟରୂପ)

ଦେଶଜ - ଅ (ବିଭକ୍ତିସୂଚକ)[ସମ୍ପାଦନା]

୧. ଯୋଗୁଁ; ହେତୁ — ୧. Owing to; by reason of

[ଉ—ମାଳିନୀ ନଦୀଙ୍କର ସକାଶୁଁ ସେ ଆଶ୍ରମ ହୋଇଣ ଅଛି ଅତି ମନୋହର ଧାମ—କୃଷ୍ଣ— ସିଂହ. ମହାଭାରତ. ବନ]

୨. କାରଣରୁ — ୨. Due to; resulting from.

[ଯଥା—ଗୃହସ୍ଥର ଅସାବଧାନତା ସକାଶୁ ଘରେ ନିଆଁ ଲାଗିଗଲା]

୩. ଯେଗେ; ପାଇଁ; ନିମିତ୍ତ; ନିମନ୍ତେ —୩. For.

(ଉ—ଏହି ସକାଶରୁ ଯେ ନ ଦିଶିଲା କିଛି—କୃଷ୍ଣସିଂହ. ମହାଭାରତ ଆଦି)

୪. ଉଦ୍ଦେଶ୍ୟରେ —୪. With the object of.

(ଉ—ସେ କି ସକାଶୁଁ ଏଠାକୁ ଆସିଛି)

୫. ଅଭିପ୍ରାୟରେ —୫. With the intention of.

(ଯଥା—ତୁମ୍ଭଙ୍କୁ ସାହାଯ୍ୟ କରିବା ସକାଶେ ମୁଁ ଏ ପାଞ୍ଚ ଟଙ୍କା ରଖିଅଛି)

୬. ନିକଟରୁ —୬. Form.