ସକ୍ୱା

ଉଇକିଅଭିଧାନ‌ରୁ

ସକ୍ୱା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଲରିଆ) କ୍ରି. (ସଂସ୍କୃତ - ଶକ୍ ଧାତୁ)[ସମ୍ପାଦନା]

ପାରିବା; (କୌଣସି କାର୍ଯ୍ୟ କରିବାକୁ) ସମର୍ଥ ହେବା; ସକିବା — To be able; (to do a thing.)

[ଉ—'ଏ ବାଡ଼ିଲା ତୁଟାଏଲ୍ ସକ୍ୱେ ?'=ଏ ବାଡ଼ିକୁ ଭାଙ୍ଗି ପାରିବୁ ?]