Jump to content

ସଖି

ଉଇକିଅଭିଧାନ‌ରୁ

ସଖି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିପୁଲିଙ୍ଗ - (ଶବ୍ଦ) (ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାକୁ ଲୋକେ ସମାନ ବୋଲି କହନ୍ତି; ଏହି ଶବ୍ଦର ପ୍ରଥମା ବିଭକ୍ତି ଯୁକ୍ତ ପଦ 'ସଖା' ବାକ୍ୟରେ ବ୍ୟବହୃତ ହୁଏ)[ସମ୍ପାଦନା]

ବୟସ୍ୟ; ମିତ୍ର; ବନ୍ଧୁ; ସହଚର; ସୁହୃତ୍ — Companion; bosom friend.

(ଉ—ଏ ବାହାରେ ତୁମ୍ଭର ସଖି ଚକ୍ରପାଣି କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ)

(ସଖେ—ପୁଂ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

(ସଖୀ ଶବ୍ଦର ସ୍ତ୍ରୀ ସମ୍ୱୋଧନ) ସଖୀ ପ୍ରତି ସମ୍ୱୋଧନ —Oh friend ! (addressed to a female friend).

(ସଖୀ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ସଖୀ)[ସମ୍ପାଦନା]

୧. କୁଣ୍ଢେଇ; ପୁତ୍ତଳିକା; ପିତୁଳି —୧. An image; doll; pupper.
୨. ସଖୀ ବା ପିତୁଳା ପରି ସୁନ୍ଦରୀ ବାଳିକା —୨. A very beautiful girl.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

(ସଂସ୍କୃତ - ସଖୀ) ସଖୀ ବା ପିତୁଳା ପରି ସୁନ୍ଦରୀ (ବାଳିକା) —Very beautiful (girl).

ବୈଦେଶିକ - ବିଶେଷଣ -[ସମ୍ପାଦନା]

ସକି (ଦେଖ) - —Saki. (See)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ବନ୍ଧୁ; ସାଙ୍ଗ ସୁଖ — Friend.