ସଙ୍କୁଳନ

ଉଇକିଅଭିଧାନ‌ରୁ

ସଙ୍କୁଳନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ସମ୍+କୁଳ୍ ଧାତୁ=ଏକତ୍ର କରିବା+ଭାବ. ଅନ)[ସମ୍ପାଦନା]

୧. ଏକତ୍ରୀକରଣ —୧. Gathering; heaping up.
୨. ସଂଗ୍ରହ କରିବା; ଯୋଗାଡ କରିବା —୨. Act of getting up many things together.