ସଙ୍ଗଡ଼ିବା
[ସଙ୍ଗଡି ପକା(କେ)ଇବା—ଅନ୍ୟରୂପ]
=== ପ୍ରାଦେଶିକ - କ୍ରି. (ଜାହାଜିଆ ଭାଷା)
ବାନ୍ଧିବା — To tie together.
[ଉ—ଖଲାସିମାନେ ଚାରିଖଣ୍ଡ ପାଗଡ ଯିମିତ ଫୋପାଡି ଦେଇ— ଅଛନ୍ତି, ତୁରକମାନେ ଦୁଇ ଜାହାଜକୁ ସଙ୍ଗଡି ପକାଇଲେ —ଫକୀରମୋହନ. ଗଳ୍ପସଳ୍ପ]