ସଙ୍ଗୀ
ଦେଖଣା
ସଙ୍ଗୀ
ଉଚ୍ଚାରଣ
[ସମ୍ପାଦନା](ସଙ୍ଗିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଙ୍ଗ+ଅଛି ଅର୍ଥରେ. ଇନ୍; ୧ମା.୧ବ)
[ସମ୍ପାଦନା]- ୧. ସହଚର; ବୟସ୍ୟ; ସଙ୍ଗାତ —୧. Companion.
- ୨. କର୍ମସଙ୍ଗୀ; ଯେଉଁମାନେ ଏକ ସଙ୍ଗରେ କାର୍ଯ୍ୟ କରନ୍ତି —୨. Fellow-worker.
- ୩. ପଢ଼ାସଙ୍ଗୀ; ଶିକ୍ଷା ସହଚର —୩. Class-friend; fellow student.
- ୪. ଖେଳସଇ; କ୍ରୀଡା ସହଚର — ୪. Play-mate; play fellow.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ସମଭିବ୍ୟାହାରୀ; ସଙ୍ଗବିଶିଷ୍ଟ —୧. Accompanying; having the companionship of.
- ୨. ଆସକ୍ତ —୨. Devoted to; attached to.
- ୩. କୌଣସି ବସ୍ତୁରେ ସଂସକ୍ତ —୩. Attached to anything.