ସଙ୍ଗେ
ଦେଖଣା
ସଙ୍ଗେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ସଙ୍ଗ)
[ସମ୍ପାଦନା]- ୧. ସହ; ସହିତ; ସଙ୍ଗରେ — ୧. With; along with.
[ଉ—ଭୀମ ଦୁଃଶାସନ ସଙ୍ଗେ ଗଦା ଯୁଦ୍ଧ କଲେ]
- ୨. ମିଳିତ ହୋଇ; ମିଶ୍ରିତ ହୋଇ —୨. Together with; mixed with.
[ଉ—କଫ ହେଲେ ପିପ୍ପଳି ଗୁଣ୍ଡା ସଙ୍ଗେ ମହୁ ଖାଇବା]
- ୩. ସମଭିବ୍ୟାହାରରେ —୩. In the company of.
[ଉ—ମୁଁ ରାଜାଙ୍କ ସଙ୍ଗେ ଯିବି]