Jump to content

ଓଡ଼ିଆରେ ଟାଇପ କରିବା ପାଇଁ ଏହି ପୃଷ୍ଠାର ବାମ ପଟେ ତଳେ ଥିବା ଅଲଗା ଭାଷାରେ କିମ୍ବା Languages କଡ଼ରେ ଥିବା ଉପରେ କ୍ଲିକ କରି ଓଡ଼ିଆ ବାଛନ୍ତୁ ।
  Typing Support    Odia Typing Layout     କର୍ମଶାଳା     ପ୍ରଶ୍ନ ପଚାରନ୍ତୁ   Odia Wikipedia

ସଜଡାଇବା

ଉଇକିଅଭିଧାନ‌ରୁ

ସଜଡାଇବା

ଉଚ୍ଚାରଣ

[ସମ୍ପାଦନା]
  • Duration: 2 seconds.(file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଜାଡ଼ିବା କ୍ରିୟାର ଣିଜନ୍ତ ରୂପ)

[ସମ୍ପାଦନା]
୧. (ସଜାଡ଼ିବାର ଣିଜନ୍ତରୂପ —୧. Causative of Sajāṟḍ̠ibā.
୨. ଅନ୍ୟଦ୍ୱାରା ଭଙ୍ଗା ଜିନିଷ ମରାମତି କରାଇବା —୨. To get a broken article repaired by another.

[ଉ—ଦେଇ ମୁଁ ଧନ ଧନଭାବ ବଶରେ ଚାନ୍ଦନୀକି ସଜାଇବି—ଭଞ୍ଜ. ପ୍ରେମସୁଧାନିଧି]

୩. ସଜ୍ଜିତ— କରାଇବା —୩. To arrange; to put in order.

[ଉ—ବର୍ଧକୀ ଡକାଇ ସଜଡ଼ାଇ ଦିଅ ନାବ—ଭଞ୍ଜ. ବୈଦେହୀଶବିଳାସ]