ସଜଡାଇବା
ସଜଡାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ - (ସଜାଡ଼ିବା କ୍ରିୟାର ଣିଜନ୍ତ ରୂପ)[ସମ୍ପାଦନା]
- ୧. (ସଜାଡ଼ିବାର ଣିଜନ୍ତରୂପ —୧. Causative of Sajāṟḍ̠ibā.
- ୨. ଅନ୍ୟଦ୍ୱାରା ଭଙ୍ଗା ଜିନିଷ ମରାମତି କରାଇବା —୨. To get a broken article repaired by another.
[ଉ—ଦେଇ ମୁଁ ଧନ ଧନଭାବ ବଶରେ ଚାନ୍ଦନୀକି ସଜାଇବି—ଭଞ୍ଜ. ପ୍ରେମସୁଧାନିଧି]
- ୩. ସଜ୍ଜିତ— କରାଇବା —୩. To arrange; to put in order.
[ଉ—ବର୍ଧକୀ ଡକାଇ ସଜଡ଼ାଇ ଦିଅ ନାବ—ଭଞ୍ଜ. ବୈଦେହୀଶବିଳାସ]