ସଜାଇବା

ଉଇକିଅଭିଧାନ‌ରୁ

ସଜାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଣିଜନ୍ତ ସସ୍ଜ୍ ଧାତୁ ବା ସଜ୍ଜ୍ ଧାତୁ)[ସମ୍ପାଦନା]

୧. ସଜ୍ଜିତ କରିବା —୧. To furnish.

(ଉ—ବନେ ଉପବନେ ତରୁ ଲତା ଡାଳେ ସଜାଇ ଯତନେ ଅତି—ମଧୁସୂଦନ ଛନ୍ଦମାଳା)

୨. ସୁସଜ୍ଜିତ କରିବା —୨. To furnish well.

(ଉ—ବିଗ୍ରହ ବଚନମାନଙ୍କୁ କହନ୍ତେ ସୁଗ୍ରୀବ ସୈନ୍ୟ ସଜାଇ—ଭଞ୍ଜ ବୈଦେହୀଶବିଳାସ)

୩. ଅନ୍ୟ ବ୍ୟକ୍ତିକୁ ବେଶ କରିବା —୩. To decorate or adron a person.
୪. ମକଦମାର ପ୍ରମାଣାଦି ଉପଯୁକ୍ତରୂପେ ସଜ୍ଜିତ କରିବା; ମିଛ ମକଦମା ରଚନା କରିବା —୪. To fabricate a case; to get up a case falsely.