ସଜାଡ଼ିଆ

ଉଇକିଅଭିଧାନ‌ରୁ

ସଜାଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ବିଗାଡ଼ିଆ—ବିପରୀତ)

ଦେଶଜ - ବିଶେଷଣ - (ସଂସ୍କୃତ - ସଜ୍ଜିତ)[ସମ୍ପାଦନା]

୧. ସୁସଜ୍ଜିତ —୧. Well-equipped.
୨. ଜୀର୍ଣ୍ଣ ସଂସ୍କୃତ —୨. Repaired.
୩. ପୂର୍ବ ସ୍ୱାସ୍ଥ୍ୟ ପ୍ରାପ୍ତ; ଆରୋଗ୍ୟ ପ୍ରାପ୍ତ —୩. Recorved; convalescent.

=== ଦେଶଜ - ବିଶେଷ୍ୟ -

ସୁବିଧାଜନକ — ୪. Convenient.


୫. କୌଣସି କାର୍ଯ୍ୟ ବା ଯନ୍ତ୍ରକୁ ଯେ ସଜାଡ଼େ —Repairer; on who sets things right.