ସଜିଲି କରିବା
ସଜିଲି କରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଜିଲି କରିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ସୁସଜ୍ଜିତ କରିବା —୧. To equip; to arrange well.
- ୨. ଆବଶ୍ୟକ ଧନ, ଉପକରଣାଦି ସଂଗ୍ରହ ବା ଆୟୋଜନ କରିବା —୨. To get or collect the requisite funds or materials.
- ୩. ସୁବିଧା କରିବା; ବନ୍ଦୋବସ୍ତ କରିବା —୩. To arrange.
- ୪. ପ୍ରସ୍ତୁତ କରିବା; ଯୋଗାଡ଼ କରିବା — ୪. To prepare; to make preparations.