Jump to content

ସଜିଲି କରିବା

ଉଇକିଅଭିଧାନ‌ରୁ

ସଜିଲି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସୁସଜ୍ଜିତ କରିବା —୧. To equip; to arrange well.
୨. ଆବଶ୍ୟକ ଧନ, ଉପକରଣାଦି ସଂଗ୍ରହ ବା ଆୟୋଜନ କରିବା —୨. To get or collect the requisite funds or materials.
୩. ସୁବିଧା କରିବା; ବନ୍ଦୋବସ୍ତ କରିବା —୩. To arrange.
୪. ପ୍ରସ୍ତୁତ କରିବା; ଯୋଗାଡ଼ କରିବା — ୪. To prepare; to make preparations.