ସଜ୍ଜନ
ଦେଖଣା
ସଜ୍ଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (କର୍ମଧାରୟ; ସତ୍=ସାଧୁ+ଜଳ)
[ସମ୍ପାଦନା]- ୧. ସନ୍ଥ; ସାଧୁ; ସୁଜନ —୧. Good; virtuous.
- ୨. ସଚ୍ଚରିତ୍ର — ୨. Of good character or morals.
- ୩. ସୁଜାତ; ସତ୍କୁଳୋଦ୍ଭବି —୩. Of noble family; respectable; noble.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସାଧୁବ୍ୟକ୍ତି — ୧. A good man.
- ୨. ସଚ୍ଚରିତ୍ର ବ୍ୟକ୍ତି — ୨. A man of good moral character.
- ୩. (ସସଜ୍ ଧାତୁ+ଭାବ. ଅନ)—ସଜ୍ଜାନ (ଦେଖ) - — sajjanā (See)