ସଜ୍ଜ୍ଞାନ

ଉଇକିଅଭିଧାନ‌ରୁ

ସଜ୍ଜ୍ଞାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଜ୍ଜ୍ଞାନୀ—ବିଣ)

ସଂସ୍କୃତ - ବିଶେଷ୍ୟ - (ସତ୍+ଜ୍ଞାନ)[ସମ୍ପାଦନା]

ଧର୍ମ ବା ଈଶ୍ୱରସମ୍ୱନ୍ଧୀୟ ଜ୍ଞାନ; ପାରମାର୍ଥିକ ଜ୍ଞାନ —Philosophical knowledge; spiritual knowledge.

[ଦ୍ରଷ୍ଟବ୍ୟ —ଓଡ଼ିଆରେ ଉଚ୍ଚାରଣଦୋଷରୁ 'ଜ୍ଞାନ' ଶବ୍ଦଟି 'ଗ୍ୟାନ' ରୂପେ ଉଚ୍ଚାରିତ ହେଉଥିବାରୁ ଅନେକେ ଭ୍ରମରେ 'ସତ୍+ଜ୍ଞାନ'କୁ ସନ୍ଧି କରି 'ଗ' ପରେ ଥିବାରୁ 'ତ୍' ସ୍ଥାନରେ ବର୍ଗର୩ୟ ବର୍ଣ୍ଣ'ଦ୍' କରି 'ସଦ୍ ଜ୍ଞାନ' ଶବ୍ଦ ନିଷ୍ଫନ୍ନ କରନ୍ତି କିନ୍ତୁ ପାଣିନିଙ୍କର ୮/୪/୪: "ସ୍ତୋଃଶ୍ଚୁ— ନାଶ୍ଚୁଃ" ସୂତ୍ରାନୁସାରେ ସନ୍ଧିରେ 'ସତ୍+ଜ୍ଞାନ'ର 'ସତ୍' ସ୍ଥାନରେ 'ସଜ୍' ହୋଇ ଶବ୍ଦଟି 'ସଜ୍ ଜ୍ଞାନ' ହେବ ଏହିପରି ତତ୍+ଜ୍ଞାନ='ତତ୍ଜ୍ଞାନ', ଏତତ୍+ଜ୍ଞାନ='ଏତଜ୍ ଜ୍ଞାନ' ଇତ୍ୟାଦି ଦୁଏ]