Jump to content

ସଞ୍ଚାରିକା

ଉଇକିଅଭିଧାନ‌ରୁ

ସଞ୍ଚାରିକା

ଉଚ୍ଚାରଣ

[ସମ୍ପାଦନା]
(ସ଼ଞ୍ଚାରକ—ପୁଂ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ସମ୍+ଚର ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଯୁଗ୍ମ; ଯୋଡ଼ା —୧. A pair; couple.
୨. ଦୂତୀ —୨. A procuress.
୩. ଘ୍ରାଣ — ୩. Sent; smell.
୪. ବାୟୂ —୪. The air; atmosphere.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ସଞ୍ଚାରକ ସ୍ତ୍ରୀ ଲିଙ୍ଗ — Feminine of Sanchāraka.