Jump to content

ସଞ୍ଚାରିବା

ଉଇକିଅଭିଧାନ‌ରୁ

ସଞ୍ଚାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ସଞ୍ଚାର)

[ସମ୍ପାଦନା]

ସଞ୍ଚାରିତ କରିବା; ବିସ୍ତାର କରିବା —To diffuse; to spread.

(ଉ—ଶମଇ ଏ ମହାଅଗ୍ନି ଅମୃତ ସଞ୍ଚାରି ମଧୁସୂଦନ. କବିତାବଳୀ)